ଆଉ ଡ୍ୟୁଟିରେ ଖିଲାପ କରିପାରିବେନି ସରକାରୀ ଚାକିରିଆ

ଭୁବନେଶ୍ୱର : ସରକାରୀ ଚାକିରିଆ ସାବଧାନ୍ ! ଏଣିକି ଡ୍ୟୁଟିରେ ଖିଲାପ କରିପାରିବେନି ସରକାରୀ ଚାକିରିଆ । ଅତି କମରେ ସାଢେ ୭ଘଣ୍ଟା କାମ କରିବାକୁ ପଡିବ । ୪ଘଣ୍ଟାରୁ କମ୍ ସମୟ ଅଫିସରେ କାମ କରିଥିଲେ ସେଦିନ ଅନୁପସ୍ଥିତ ବୋଲି ଧରାଯିବ । ସେହିପରି ୪ଘଣ୍ଟାରୁ ଅଧିକ ସାଢେ ୭ଘଣ୍ଟାରୁ କମ୍ ହେଲେ ହାପ୍ ଡେ’ ବୋଲି ଧରାଯିବ । ଆସିବା ଓ ଯିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ । ଅର୍ଥାତ୍ କେତେବେଳେ ଅଫିସରୁ … Continue reading ଆଉ ଡ୍ୟୁଟିରେ ଖିଲାପ କରିପାରିବେନି ସରକାରୀ ଚାକିରିଆ