୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବଜାର ଦେଇ ଚୋରା ଗଞ୍ଜେଇ ଗାଡି ପାରି ହେଉଥୁବା ସମୟରେ ଯଶିପୁର ପୋଲିସ ହାତରେ ଧରାପଡ଼ିଛି । ଯଶିପୁର ଥାନ ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋଡ଼ାଇ ଗୋଡାଇ ଗଞ୍ଜେଇ ଭର୍ତି ଗାଡ଼ି ଜବତ କରିବା ସହିତ, ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି । କିଛିଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବରପାଇ ଗଞ୍ଜେଇ ମାଫିଆଙ୍କ ଗତିବିଧ‌ି ଉପରେ ନଜର … Continue reading ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ୩ ଗିରଫ