31.1 C
Bhubaneswar
Friday, March 29, 2024
Homeଓଡିଶାଦାମୀ କାରରେ ଗଞ୍ଜେଇ ବେପାର

ଦାମୀ କାରରେ ଗଞ୍ଜେଇ ବେପାର

ଭୁବନେଶ୍ୱର : ରାଜଧାନୀରେ ଦାମୀ କାରରେ ଚୋରା ଗଞ୍ଜେଇ କାରବାର । ଏହି ମାମଲାରେ ବାଙ୍କୁଆଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।
୨ଟି ଦାମୀ କାର୍ ଓ ଲକ୍ଷେ ଟଙ୍କା ମୂଲ୍ୟର ୧୪ କେଜି ଗଞ୍ଜେଇ ଜବତ ହୋଇଛି । କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଛି । ୨ ଜଣଙ୍କୁ ଗିରଫ କରିଚ ପୁରାଉଚରା ଜାରି ରଖିଛି ପୋଲିସ । ଦାମୀ ଗାଡି ରେ ଏହି ଚୋରା ଚାଲାଣ କରାଗଲେ କେହି ସନ୍ଦେହ କରିବେ ନି ଭାବି ସେମାନେ ଏମିତି କରୁଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking