27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପରିବା ଟ୍ରକରେ ୮୦ ଲକ୍ଷର ଗଂଜେଇ

ପରିବା ଟ୍ରକରେ ୮୦ ଲକ୍ଷର ଗଂଜେଇ

ଭୁବନେଶ୍ୱର: ପରିବା ଟ୍ରକରେ ଚୋରା ଚାଲାଣ ହେଉଛି ଗଂଜେଇ । ଆଜି ଖଣ୍ଡଗିରି ନିକଟରୁ ସାଢେ ୫ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଛି । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକରେ ଚାଲାଣ ବେଳେ ଗଂଜେଇ ଜବତ ହୋଇଛି । ସୂଚନା ଅନୁଯାୟୀ, ଉକ୍ତ ଟ୍ରକଟି ଆନ୍ଧ୍ରରୁ ବିହାର ଯାଉଥିଲା ଏବଂ ଏହାକୁ ଧରଥିିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking