37.1 C
Bhubaneswar
Thursday, March 28, 2024
Homeଓଡିଶାସୁକିନ୍ଦା ବିଧାୟକଙ୍କ ଆରୋଗ୍ୟ କାମନା ପାଇଁ ଦୀପ ଧାନ ଓ ପୂଜା ପାଠ

ସୁକିନ୍ଦା ବିଧାୟକଙ୍କ ଆରୋଗ୍ୟ କାମନା ପାଇଁ ଦୀପ ଧାନ ଓ ପୂଜା ପାଠ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ଖଣି ଉପତ୍ୟକାରେ ସୁକିନ୍ଦା ବିଧାୟକ ତଥା SRCKMS ସଭାପତି ଇଂ ପ୍ରୀତିରଞ୍ଜନ ଘଡାଇ କୋରୋନା ରେ ସଂକ୍ରମିତ ହେବା ଖବର ପାଇବା କ୍ଷଣି SRCKMS ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଧୀରଙ୍କ ନେତୃତ୍ୱରେ ଖଣି ଅଞ୍ଚଳ ବିଜେଡି କର୍ମୀ ଟିସ୍କୋ ଜଗନ୍ନାଥ ମନ୍ଦିର ଓ ଦେଓଗାଁ ସ୍ଥିତ ମା ଖଣ୍ଡୁରାଇ ପୀଠ ସମୂହ ରେ ଦ୍ୱୀପ ପ୍ରଜ୍ୱଳନ କରି ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା ସହ କିପରି ସେ ସୁସ୍ଥ ହୋଇ ପୁନର୍ବାର ସୁକିନ୍ଦାର ଜନସାଧାରଣଙ୍କ ସୁଖଦୁଃଖ ରେ ସାମିଲ୍ ହୋଇପାରିବେ ସେଥିନିମନ୍ତେ ପ୍ରାର୍ଥନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking