କପି କରିଥିବା ପରୀକ୍ଷାର୍ଥୀ ସମ୍ମେଟିଭ-୨ରୁ ବଞ୍ଚିତ ହେବେ
କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତବର୍ଷ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ନିମନ୍ତେ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ପରୀକ୍ଷାର୍ଥୀ ସମ୍ମେଟିଭ-୧ ପରୀକ୍ଷାରେ କପି କରି ଧରାପଡ଼ିଥିବା ପରୀକ୍ଷାର୍ଥୀ ଏସଏ-୨ ପରୀକ୍ଷା ଦେଇପାରିବେନି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏଥିପାଇଁ ସେମାନଙ୍କୁ ଏସଏ-୨ ପରୀକ୍ଷା ପାଇଁ ଫର୍ମପୂରଣ କରିବାକୁ ଅନୁମତି ଦିଆଯାଇନଥିବା ଜଣାପଡ଼ିଛି। ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା -୨୦୨୨ ( ଦ୍ୱିତୀୟ)ରେ ଯେଉଁ ବିଷୟରେ ପରୀକ୍ଷାର୍ଥୀ … Continue reading କପି କରିଥିବା ପରୀକ୍ଷାର୍ଥୀ ସମ୍ମେଟିଭ-୨ରୁ ବଞ୍ଚିତ ହେବେ
Copy and paste this URL into your WordPress site to embed
Copy and paste this code into your site to embed