ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଂଚଳ ପୁରୀ ଶ୍ରୀକ୍ଷେତ୍ର । ରଥଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହାସହ ଆସନ୍ତା ସ୍ନାନପୂର୍ଣ୍ଣିମା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଚଳିତ ମାସ ୨୨ ତାରିଖରେ ସ୍ନାନପୂର୍ଣ୍ଣିମା । ଏହି ଦିନ ଠାରୁ ରଥଯାତ୍ରା ଆରମ୍ଭ । ଆସନ୍ତା ମାସ ୭ ତାରିଖରେ ଶ୍ରୀଗୁଣ୍ଡିଚା ଓ ୧୯ରେ ନିଳାଦ୍ରୀ … Continue reading ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀଙ୍କ ଛୁଟି ବାତିଲ