କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ
ଭୁବନେଶ୍ୱର: ବ୍ୟାଙ୍କ୍କୁ ଯାଉଥିବା ବେଳେ କାନାଡା ବ୍ୟାଙ୍କ୍ ମ୍ୟାନେଜର ବାଟରୁ ନିଖୋଜ । ଦୁଇ ଦିନ ଛୁଟି ସାରି ସୋମବାର ଦିନ ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଟକ ଜିଲ୍ଲାର ବାଙ୍କୀ ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖାକୁ ଯାଉଥିବା ବ୍ରାଞ୍ଚ ମ୍ୟାନେଜର ବୈଦେଶ୍ୱର୍ ଥାନାର କିଛି ବାଟ ପୂର୍ବରୁ ନିଖୋଜ ହୋଇ ଯାଇଛନ୍ତି । ଏନେଇ କଳାପଥର ଶାଖାର ବ୍ରାଞ୍ଚ ମ୍ୟାନେଜର କାନାଡା ବ୍ୟାଙ୍କ୍ ବଡମ୍ବା ବ୍ରାଞ୍ଚ ମ୍ୟାନେଜର ତପନ କୁମାର ସାହୁ ନିଜ ଘର୍ ବ୍ରହ୍ମପୁରରୁ ବାଇକରେ … Continue reading କାନାରା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର ନିଖୋଜ
Copy and paste this URL into your WordPress site to embed
Copy and paste this code into your site to embed