39.4 C
Bhubaneswar
Thursday, April 18, 2024
Homeକରୋନାକାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ‘କରୋନା’ରେ ଆକ୍ରାନ୍ତ

କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ‘କରୋନା’ରେ ଆକ୍ରାନ୍ତ

ଓଟାୱା : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜେ ସ୍ବତନ୍ତ୍ର ଭାବେ ଅଲଗା ହୋଇ ରହୁଥିବା ଘୋଷଣା କରିଛନ୍ତି। ଗେଗୋଏର ଲଣ୍ଡନ ଯାଇଥିଲେ। ସେଠାରୁ ବୁଧବାର କାନାଡା ଫେରିଥିଲେ। ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେବାରୁ ତାଙ୍କ ରକ୍ତ ନମୁନା ଏବଂ ସ୍ବାବ୍ ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିବୃତି ଜାରି କରାଯାଇ ସ୍ପଷ୍ଟ କରାଯାଇଛି।
https://onakhabar.com/2020/04/20/covid-19-dead-40-thousenda-in-america/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking