40.1 C
Bhubaneswar
Thursday, April 25, 2024
Homeଓଡିଶାକ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ 

କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ 

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସିଭିଲ ସର୍ଭିସ ନିୟମରେ ସଂଶୋଧନ ହୋଇଛି । କୌଣସି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ  ତାଙ୍କ ପରିବାର ଲୋକଙ୍କୁ  ଗ୍ରୁପ ଡିରେ ଚାକିରି ମିଳିବ । ସେହିପରି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସୁନ୍ଦରଗଡ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିପାଇଁ ୩୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ୩ଟି ବ୍ଲକର ସବୁ ଗାଁକୁ ଯୋଗାଇ ଦିଆଯିବ ପାଣି । କୁଆଁରମୁଣ୍ଡା ବ୍ଲକ୍ ପାଇଁ ବି ପ୍ରକଳ୍ପ ହେବ । ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ଦୁଇ ଲକ୍ଷ ଲୋକ ଉପକୃତ ହେବେ ।ଓଡିଶା ଖଣି ନିଗମର ଦୀର୍ଘ ମିଆଦି ଲିଙ୍କେଜକୁ ଅନୁମତି ମିଳିଛି । ବିଧାନସଭା ତୃତୀୟ ଅଧିବେଶନକୁ ମଞ୍ଜୁରୀ ମିଳିଛି।
https://onakhabar.com/2020/02/07/vlw-smitarani-case-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking