ସ୍କ୍ରାପିଂ ପଲିସିକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ । ୧୫ ବର୍ଷ ପୁରୁଣକ୍ରିଥିବା ଗାଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହାନ ଜନ୍ଖଚ୍ଛ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନୀତି ପ୍ରମୁଖ ଭୂମିକା ନେବ । ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା । ଏଥି ସହ ୧୨ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ । ବିଧାନସଭା ଘୋରାଉ କରିବାକୁ ଉଦ୍ୟମ