ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ: ଆଉ ୪ ଦିନ ପରେ ମ୍ୟାଚ

କଟକ:  ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ । ଆଉ ୪ ଦିନ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି । ଏଥି ପାଇଁ ପଡିଆ ଠାରୁ ପିଚ, ଗ୍ୟାଲେରୀ ଠାରୁ ବିଭିନ୍ନ ଷ୍ଟାଣ୍ଡ ପ୍ରସ୍ତୁତ ହୋଇ ସାରିଲାଣି। ସେପଟେ ଓସିଏ ଅନୁବନ୍ଧିତ ସଂଗଠନଗୁଡିକ, ସ୍କୁଲ, କଲେଜ ଓ କ୍ଲବଗୁଡିକ ପାଇଁ ଟିକେଟ ବିକ୍ରି ହେଉଛି। ପାଖାପାଖି ୮୦ ସଂଗଠନ ଦୁଇ ଦିନରେ ୧୧ ହଜାର ଟିକେଟ ସଂଗ୍ରହ କରିବେ। ଓସିଏ କନଫରେନ୍ସ ହଲରେ ଓସିଏ ସଦସ୍ୟ ଓ … Continue reading ଚଳଚଞ୍ଚଳ କଟକ ବାରବାଟୀ ଷ୍ଟାଡିୟମ: ଆଉ ୪ ଦିନ ପରେ ମ୍ୟାଚ