40.1 C
Bhubaneswar
Thursday, April 25, 2024
Homeଓଡିଶାଦାବି ନମାନିଲେ ବସ୍ ବନ୍ଦ

ଦାବି ନମାନିଲେ ବସ୍ ବନ୍ଦ

ଭୁବନେଶ୍ୱର: ମାଲିକ ସଂଘର ଦାବି ପୂରଣ ନହେଲେ ବନ୍ଦ ରହିବ ୧୪ ହଜାର ବସ୍ । ଭୁବନେଶ୍ୱରରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବସଗୁଡିକୁ ଚଳନକ୍ଷମ ପାଇଁ ବାର୍ଷିକ ୧ ଲକ୍ଷର ସୁଧମୁକ୍ତ ଋଣ ଦାବି କରିଛି ସଂଘ । କର୍ମଚାରୀଙ୍କୁ ୫ ହଜାର ଆର୍ଥିକ ସହାୟତା ସମେତ ମାସକର ରାସନ ପାଇଁ ଦାବି ହୋଇଛି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ କରିବାକୁ ବି ଦାବି ହୋଇଛି । କେନ୍ଦ୍ର ସହ କଥା ହୋଇ ରାଜ୍ୟ ସରକାର ଅନ୍ୟୁସୁରାନ୍ସ ଛାଡ କରନ୍ତୁ ବୋଲି କହିଛି ସଂଘ । ସଂଘର ଏଭଳି ନିଷ୍ପତ୍ତି ନେଇ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking