ବସ, କାର୍ ପଛପଟୁ ଧକ୍କା ଦେବା ଫଳରେ ବ୍ରିଜ ଉପରେ ଜଳିଗଲା କାର ; ଅଳ୍ପକେ ବର୍ତ୍ତିଗଲେ ଚାଳକ

ଯାଜପୁର : ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ସ୍ଥିତ ମାନଗୋବିନ୍ଦ ପୁର ସ୍ଥିତ ଓଭର ବ୍ରିଜ ଉପରେ ଏକ କାର ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି l ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ଏକ କାର ଡ଼ୁବୁରୀରୁ ଯାଜପୁର ରୋଡ଼ ଅଭିମୁଖେ ଆସୁଥିଲା l କିନ୍ତୁ ମାନଗୋବିନ୍ଦ ପୁର ନିକଟସ୍ଥ ଓଭର ବ୍ରିଜ ଉପରେ ଏକ ବସ କାର ପଛପଟୁ ଧକ୍କା ଦେଇଥିଲା l ଫଳରେ କାରଟି ଘଟଣା ସ୍ଥଳରେ … Continue reading ବସ, କାର୍ ପଛପଟୁ ଧକ୍କା ଦେବା ଫଳରେ ବ୍ରିଜ ଉପରେ ଜଳିଗଲା କାର ; ଅଳ୍ପକେ ବର୍ତ୍ତିଗଲେ ଚାଳକ