ଉଜ୍ଜୈନରେ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ମୃତ, ୮ରୁ ଅଧିକ ଯାତ୍ରୀ ଆହତ

ମଧ୍ୟ ପ୍ରଦେଶର ମଧ୍ୟ ପ୍ରଦେଶର ଉଜ୍ଜୈନରେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ଜିଲ୍ଲାର ଖାଚରୋଦ୍‌ ଅଞ୍ଚଳରେ। ପ୍ରବଳ ବର୍ଷା ଏବଂ ଅନ୍ଧାର ହେତୁ ବସ୍‌ଟି ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ବସ୍‌ଟି ଇନ୍ଦୋରରୁ ଯୋଧପୁର ଯାଉଥିବା ବେଳେ ଫର୍ଣ୍ଣାଖେଡି ଟର୍ଣ୍ଣଠାରେ ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ଘଟଣାସ୍ଥଳରେ … Continue reading ଉଜ୍ଜୈନରେ ବସ୍‌ ଓଲଟି କଣ୍ଡଣ୍ଟରଙ୍କ ସମେତ ୩ ମୃତ, ୮ରୁ ଅଧିକ ଯାତ୍ରୀ ଆହତ