ବସ୍ ଓଲଟି ୧୦ ଆହତ

ଭୁବନେଶ୍ୱର: ପିକନିକ୍ ବସ୍ ଓଲଟି ୧୦ରୁ ଉର୍ଦ୍ଧ୍ୱ ହାହତ ହୋଇଥିବା ଖବର ସାମ୍ନାକୁ ଆସିଛି । ପୁରୁଷୋତ୍ତମପୁର ଥାନା ବାଲିଆ ଛକ ନିକଟରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି । ଆହାତମାନେ ପୁରୁଷୋତ୍ତମପୁର ହସ୍ପିଟାଲରେ ଭର୍ତ୍ତି ହୋଇଥବବା ସୂଚନା ରହିଛି । ତାରାତାରିଣୀ ଦର୍ଶନ ସାରି ଚିଲିକା ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି ।