31.1 C
Bhubaneswar
Friday, March 29, 2024
Homeଓଡିଶାବଢ଼ିଲା ବସ୍ ଭଡ଼ା

ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର :  ରାଜ୍ୟରେ ପୁଣି ବଢ଼ିଛି ବସ୍ ଭଡ଼ା । ଅଟୋମେଟିକ୍ ମେକାନିଜିମ୍ ବ୍ୟବସ୍ଥାରେ ପେଟ୍ରୋଲ୍‌, ଡିଜେଲ୍ ଦର ବୃଦ୍ଧି ଘଟିଥିବାରୁ ଭଡ଼ା ବୃଦ୍ଧିହୋଇଛି । ନିଷ୍ପତ୍ତି ଅନୁଯାୟୀ, ଅର୍ଡିନାରୀ ବସ୍ କିମି ପିଛା ୮୫ ପଇସା ଥିବା ବେଳେ ଗୁରୁବାର ୪ ପଇସା ବଢ଼ି ୮୯ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ୮୯ ପଇସା ରହିଥିବା ବେଳେ ୯୩ ପଇସାକୁ ବୃଦ୍ଧିଘଟିଛି । ଡିଲକ୍ସ ଟ୧.୨୧ ପଇସା ଥିବା ବେଳେ ୮ ପଇସା ବଢ଼ି  ଟ୧.୨୯ ପଇସାରେ ପହଞ୍ଚିଛି । ଏସି ଡିଲକ୍ସ ଟ୧.୪୯ ପଇସା ରହିଥିବା ବେଳେ ୮ ପଇସା ବୃଦ୍ଧି ଘଟି ୧.୫୭ ପଇସା ହୋଇଛି । ସେହିପରି ସୁପର ପ୍ରିମିୟମ୍ ଟ୨.୩୩ ପଇସା ଥିବା ବେଳେ ୧୨ ପଇସା ବୃଦ୍ଧିହୋଇ ଟ୨.୪୫ ପଇସାରେ ପହଞ୍ôଚଛି । ଏହାପୂର୍ବରୁ ମାର୍ଚ୍ଚ ୪ ତାରିଖରେ ରାଜ୍ୟରେ ଘରୋଇ ବସ୍ ଭଡ଼ାରେ ବୃଦ୍ଧି ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking