34.1 C
Bhubaneswar
Friday, March 29, 2024
Homeଓଡିଶାବଢିଲା ବସ ଭଡା

ବଢିଲା ବସ ଭଡା

ଭୁବନେଶ୍ୱର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବଢିଛି ଯାତ୍ରୀବାହୀ ବସ ଭଡା । ସାଧାରଣ ବସ ଭଡା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ ଭଡା କିମି ପିଛା ୯୩ରୁ ୯୬ ପଇସା ବଢିଲା । ଡିଲକ୍ସ ବସ କିମି ପ୍ରତି ଭଡା ୧.୨୯ ରୁ ୧.୩୫ ପଇସାକୁ ବୃଦ୍ଧି ହୋଇଛି । ଏସି ଡିଲକ୍ସ ବସ ଭଡା ୧.୫୭ରୁ ୧.୬୩ ପଇସାକୁ ବୃଦ୍ଧି ହୋଇଛି । ସୁପର ପ୍ରିମିୟମ ବସ ଭଡା ୨.୪୪ରୁ ବଢି ୨.୫୩ ପଇସା ହେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking