34.1 C
Bhubaneswar
Friday, March 29, 2024
Homeଓଡିଶାଓଲଟିଲା ବସ : ୧ମୃତ , ୧୫ ଆହତ

ଓଲଟିଲା ବସ : ୧ମୃତ , ୧୫ ଆହତ

ଭୁବନେଶ୍ୱର : ପିପିଲି ଟୋଲଗେଟ୍ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଲା ବସ । ବସଟି ଯାତ୍ରୀ ନେଇ ଭୁବନେଶ୍ୱର ରୁ ପୁରୀ ଯିବା ବାଟରେ ଦୁର୍ଘଟଣା । ବସ୍ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଆହତ ହୋଇଛନ୍ତି ।ସୂଚନା ଅନୂଯାୟୀ, ଘରୋଇ ବସ ସାରଳା ଭୁବେନଶ୍ୱରରୁ ଅସ୍ତରଙ୍ଗ ଯାଉଥିବା ସମୟରେ ପିପିଲି ଟୋଲ ଗେଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧକ ଯାତ୍ରୀ ଆହତ ହୋଇଛନ୍ତି ।

ସେପ୍ଟେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ନିଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking