27.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ରକକୁ କୁଟିଲା ଯାତ୍ରୀବାହୀ ବସ

ଟ୍ରକକୁ କୁଟିଲା ଯାତ୍ରୀବାହୀ ବସ

କେନ୍ଦୁଝର : ସଦର ଥାନା ଅନ୍ତର୍ଗତ ପୁଟୁଳିଆ ଠାରେ ଘଟିଛି ଅଘଟଣ । ଆଜି ଏକ ଯାତ୍ରୀବାହୀ ବସ ଚମ୍ପୁଆରୁ କେନ୍ଦୁଝରକୁ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଟ୍ରକକୁ ପଛରୁ କୁଟିଥିଲା । ଫଳରେ ଯାତ୍ରୀବାହୀ ବସଟି ସାମୟିକ କ୍ଷତିଗ୍ରସ୍ତ ହୋଇଛି । ବସଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତିଯାଇଥିବା ଜଣାପଡିଛି । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking