34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବସ୍ ଦୁର୍ଘଟଣା, ୩୭ ମୃତ

ବସ୍ ଦୁର୍ଘଟଣା, ୩୭ ମୃତ

ୟାଉଣ୍ଡେ : ଆଫ୍ରିକୀୟ ରାଷ୍ଟ୍ର କାମେରୁନର ନିମାଲେ ସହରରେ ରବିବାର ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୩୭ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ୧୮ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭୦ ଜଣ ଯାତ୍ରୀଙ୍କୁ ନେଇ ବସ୍ଟି ଫୌମ୍ବାନରୁ ରାଜଧାନୀ ୟାଉଣ୍ଡେ ଅଭିମୁଖେ ଯାତ୍ରା କରୁଥିଲା। ତେବେ ରାସ୍ତାରେ ଏକାଠି ହୋଇଥିବା କେତେକ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ହଠାତ୍ ଡାହାଣପଟକୁ କାଟିବା ଫଳରେ ସମ୍ମୁଖ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking