38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଓଲଟିଲା ଯାତ୍ରୀବାହି ବସ୍ , ୩ ମୃତ

ଓଲଟିଲା ଯାତ୍ରୀବାହି ବସ୍ , ୩ ମୃତ

ରାୟଗଡା : ରାୟଗଡାରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଷମ କଟକ ଥାନା ଅନ୍ତର୍ଗତ କାମୁଣିଠାରେ ଏକ ଫର୍ଚୁନ ନାମକ ବସ ଦୁର୍ଘଟଣା ହୋଇଛି । ବସଟି ଦ୍ରୁତ ଗତିରେ ଯିବା ବାଟରେ ହଠାତ ଓଲଟିପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଥିବା  ସୁଚନା ମିଳିଛି ।  ତେବେ ଅନ୍ୟ ମୃତକମାନଙ୍କ ପରିଚୟ ମିଳିପାରି ନାହିଁ ।  ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହାସହ ବସ ତଳେ କିଛି ଯାତ୍ରୀ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତିି । ବସଟି ଟିକିରିରୁ ଭୁବନେଶ୍ୱର ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ବିଷମକଟକ ସ୍ଥିତ ଖ୍ରୀଷ୍ଟିୟାନ ହସପିଟାଲରେ ଭର୍ତି କରାଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking