34.1 C
Bhubaneswar
Friday, March 29, 2024
Homeଓଡିଶାଓଲଟିଲା ଯାତ୍ରୀବାହୀ ବସ : ୨୫ ରୁ ଅଧିକ ଆହତ, ୩ ଗୁରୁତର

ଓଲଟିଲା ଯାତ୍ରୀବାହୀ ବସ : ୨୫ ରୁ ଅଧିକ ଆହତ, ୩ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ଅନ୍ତର୍ଗତ ଭଗିଆ ଛକରେ ରବିବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫ ରୁ ଅଧିକ ଯାତ୍ରୀ ଆହତ ହେବା ସହ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉକ୍ତ ବସଟି ବାରିପଦା ଗୋରୁମହିଷାଣୀରୁ ଭୁବନେଶ୍ୱର ଆସିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।
https://onakhabar.com/2020/02/29/father-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking