38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶବସ୍ ଦୁର୍ଘଟଣା : ଚାଲିଗଲା ୧୬ ଜୀବନ

ବସ୍ ଦୁର୍ଘଟଣା : ଚାଲିଗଲା ୧୬ ଜୀବନ

ଚେନ୍ନାଇ: ଗୁରୁବାର ପ୍ରତ୍ୟୁଷରେ ତାମିଲନାଡୁର କୋଇମ୍ବାଟୁର୍ ଠାରେ ଏକ ଭୟାବହ ବସ୍ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ଟି କେରଳ ରାଜ୍ୟ ସଡ଼କ ପରିବହନ ନିଗମର।
ସୂଚନା ଅନୁଯାୟୀ, କେରଳ ରାଜ୍ୟ ସରକାରଙ୍କର ଭୋଲ୍‌ଭୋ ବସ୍‌ଟି ଏର୍ଣ୍ଣାକୁଲମ୍‌ରୁ ବେଙ୍ଗାଲୁରୁ ଯିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ କୋଇମ୍ବାଟୁର୍ ଠାରେ ଏକ କଣ୍ଟେନର୍ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଅନେକ ଯାତ୍ରୀ ସାଙ୍ଘାତିକ ଆହତ ହୋଇଥିଲେ। କିନ୍ତୁ, ଏହି ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଘଟିଛି ବୋଲି ସୂଚନା ମିଳିଛ।
https://onakhabar.com/2020/02/20/8-killed-several-injured-in-germany-shooting/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking