ଭୁବନେଶ୍ୱରରେ ପହଞ୍ଚିଲେ ବୁମ୍‌ରା

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଷ୍ଟାର୍ ବୋଲର୍ ଯଶପ୍ରୀତ ବୁମ୍‌ରା। ବାରବାଟୀ ଟି-୨୦ ଖେଳିବାକୁ ଆଗୁଆ ଆସି ପହଞ୍ଚିଲେ । ବାରବାଟୀ ଟକ୍କର ପାଇଁ ଭୁବନେଶ୍ୱରରେ କ୍ରିକେଟର ପହଞ୍ଚିଛନ୍ତି। ଆସନ୍ତା ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ହେବ ମ୍ୟାଚ୍। ତେବେ ଟି-୨୦ ମ୍ୟାଚ୍ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ଆଜି ସୁଦ୍ଧା ଓଡ଼ିଶାରେ ପହଞ୍ଚିଯିବେ ବୋଲି ସୂଚନା ମିଳିଛି। ଦକ୍ଷିଣ ଆଫ୍ରିକାର … Continue reading ଭୁବନେଶ୍ୱରରେ ପହଞ୍ଚିଲେ ବୁମ୍‌ରା