37.1 C
Bhubaneswar
Thursday, March 28, 2024
Homeଓଡିଶାଶେଷ ହେଲା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଶେଷ ହେଲା ବଜେଟ୍ ଅଧିବେଶନ; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭାର ବଜେଟ ଅଧିବେଶନ ଆଜି ଶେଷ ହୋଇଛି । ଏହା ସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ବଜେଟ୍ ଅଧିବେଶନ ଶେଷ ହୋଇଛି । ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଅଧିବେଶନର ପଅଥମ ଦିନରେ ହିଁ ବଜେଟ୍ ଉପସ୍ଥାପିତ ହୋଇଥିଲା । ୨୧ଟି କାର୍ଯ୍ୟ ଦିବସ ସହ ୧୧ଟି ମୁଲଦବୀ ନୋଟିସ୍ ଉପରେ ଆଲୋଚନା ହୋଇଥିଲା ।

ତେବେ ଏହା ସହ ଚଳିତ ଅଧିବେଶନରେ ୮ଟି ବିଧେୟକ ବିଲ ଉପସ୍ଥାପିତ ହୋଇଥିଲା, ଯେଉଁଥିରୁ ୭ଟି ବିଧେୟକ ପାରିତ ହୋଇଥିଲା । ଅଧିବେଶନରେ ୨୧ ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗୃହରେ ସଂକଳ୍ପ ଗୃହୀତ ହୋଇଥିଲା । ସବୁଥର ପରି ଚଳିତଥର ମଧ୍ୟରେ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking