32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକେଉଁ ବିଭାଗ କୁ କେତେ ପାଣ୍ଠି : ବଜେଟ-୨୦୨୦

କେଉଁ ବିଭାଗ କୁ କେତେ ପାଣ୍ଠି : ବଜେଟ-୨୦୨୦

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଭିନ୍ନ କ୍ଷେତ୍ରକୁ  ସରକାର ସମାନ ଗୁରୁତ୍ୱ ଦେଇଛନ୍ତି ବୋଲି ଦାବି କରିଛନ୍ତି। ଚଳିତ ବର୍ଷ ମୋଟ ବଜେଟର ପରିମାଣ ୩୦,୪୨,୨୩୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତେବେ ଆସନ୍ତୁ ଜାଣିବା  ସରକାର କେଉଁ କ୍ଷେତ୍ରକୁ କେତେ ଟଙ୍କା ଦେଇଛନ୍ତି ।

  • ଗୃହ ବ୍ୟାପାର-୧,୧୪,୩୮୭
  • ସୁଧ-୭,୦୮,୨୦୩
  • ଆଇଟି ଓ ଟେଲିକମ-୫୯,୩୪୯
  • ଯୋଜନା ଓ ପରିସଂଖ୍ୟାନ-୬,୦୯୪
  • ଗ୍ରାମୀଣ ବିକାଶ-୧,୪୪,୮୧୭
  • ବିଜ୍ଞାନ ବିଭାଗ-୩୦୦୨୩
  • ସମାଜିକ କଲ୍ୟାଣ-୫୩,୮୭୬
  • ଟିକସ ପ୍ରଶାସନ-୧,୫୨,୯୬୨
  • ରାଜ୍ୟର ଭାଗ-୨,୦୦,୪୪୭
  • ପରିବହନ-୧,୬୯,୬୩୭
  • କେନ୍ଦ୍ରଶାସିତ ଅଞ୍ଚଳ-୫୨,୮୬୪
  • ସହରାଞ୍ଚଳ ବିକାଶ-୫୦,୦୪୦
  • ପେନସନ-୨,୧୦,୬୮୨
  • ପ୍ରତିରକ୍ଷା-୩,୨୩,୦୫୩
  • ମୁଖ୍ୟ ସବସିଡ୍‌-୨,୨୭,୭୯୪
  • କୃଷି ଓ କୃଷିଭିତ୍ତିକ କାର‌୍ୟ୍ୟକ୍ରମ-୧,୫୪,୭୭୫
  • ବାଣିଜ୍ୟ ଓ ଶିଳ୍ପ-୨୭,୨୨୭
  • ପୂର୍ବୋତ୍ତର ରାଜ୍ୟର ବିକାଶ-୩,୦୪୯
  • ଶିକ୍ଷା-୯୯,୩୧୨
  • ଶକ୍ତି-୪୨,୭୨୫
  • ବୈଦେଶିକ ବ୍ୟାପାର-୧୭,୩୪୭
  • ଅର୍ଥ-୪୧,୮୨୯
  • ସ୍ୱାସ୍ଥ୍ୟ- ୬୭,୪୮୪
  • ଅନ୍ୟାନ୍ୟ ଖର୍ଚ୍ଚ-୮୪,୨୫୬
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking