ବଜେଟ ୨୦୨୫ : କଣ ହେଲା ଶସ୍ତା କଣ ହେଲା ମହଙ୍ଗା ଜାଣନ୍ତୁ..
ନୂଆଦିଲ୍ଲୀ :ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କେଉଁ କେଉଁ ଜିନିଷ ଶସ୍ତା ହେବ ତାହାର ତଥ୍ୟ ମଧ୍ୟ ରଖିଛନ୍ତି । ଏହି ସବୁ ଜିନିଷ ହେଲା ଶସ୍ତା ଟିଭି ମୋବାଇଲ ମୋବାଇଲ ବ୍ୟାଟେରୀ ବୁଣାକାର କପଡା ମେଡିକାଲ ଉପକରଣ ସାମଗ୍ରୀ … Continue reading ବଜେଟ ୨୦୨୫ : କଣ ହେଲା ଶସ୍ତା କଣ ହେଲା ମହଙ୍ଗା ଜାଣନ୍ତୁ..
Copy and paste this URL into your WordPress site to embed
Copy and paste this code into your site to embed