ବଜେଟ୍ ୨୦୨୪-୨୫ : ନିର୍ମାଣ ହେବ ୧୦୦ ଷ୍ଟ୍ରିଟଫୁଡ ହବ

ନୂଆଦିଲ୍ଲୀ : ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।   ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ତେବେ ଦେଶର ବିଭିନ୍ନ ସହରରେ ୧୦୦ ଷ୍ଟ୍ରିଟଫୁଡ ହବ ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି … Continue reading ବଜେଟ୍ ୨୦୨୪-୨୫ : ନିର୍ମାଣ ହେବ ୧୦୦ ଷ୍ଟ୍ରିଟଫୁଡ ହବ