ସେପ୍ଟେମ୍ବର ୧୦ ଯାଏଁ ବିଏସ୍କେୱାଇ
ଭୁବନେଶ୍ୱର : ଲାଗୁ ହେବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ସେପ୍ଟେମ୍ବର ୧୦ ପରେ ଲାଗୁ ହେବ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ଏବେ ବିଏସ୍କେୱାଇ ଯେମିତି ଚାଲିବା କଥା ଚାଲିଛି । ବିଲ୍ ପାସ୍ ପରେ ନୂଆକାର୍ଡର ପ୍ରକ୍ରିୟା ଆରମ୍ଭ ହେବ । ସିଧା ବିମାନ ଥିବାରୁ ରାସ୍ତାବାଟେ ଆଣିଲୁ : ସୁରେଶ ପୂଜାରୀ
Copy and paste this URL into your WordPress site to embed
Copy and paste this code into your site to embed