ବିଏସକେୱାଇ କେଳେଙ୍କାରୀ: ନର୍ସିଂହୋମରେ ରେଡ୍‌

କଟକ: କଟକର ଏକ ଘରୋଇ ନର୍ସିଂହୋମରେ ସିଏମସି ରେଡ୍ ଲାଗିଥିବା ସୂଚନା । ବିଏସକେୱାଇ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ରେଡ୍ ହୋଇଛି । ନୂଆବଜାର ଗୋଶାଳା ନିକଟ ଏକ ଘରୋଇ ନର୍ସିଂହୋମରେ ରେଡ୍ ହୋଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପକ୍ଷରୁ ଚାଲିଛି ଚଢାଉ ।  ସିଏମସି ଡେପୁଟି କମିଶନରଙ୍କ ସହ ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ସାମିଲ ହୋଇଥିବା ଖବର ସାମ୍ନାକୁ ଆସିଛି । ଗୋଟିଏ ନର୍ସିଂହୋମରେ ଚିକିତ୍ସା ଓ ଅନ୍ୟଟିରେ ଟଙ୍କା … Continue reading ବିଏସକେୱାଇ କେଳେଙ୍କାରୀ: ନର୍ସିଂହୋମରେ ରେଡ୍‌