ଯୁବକଙ୍କୁ ନିର୍ମମ ହତ୍ୟା

ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ବନ୍ଧମୁଣ୍ଡା ଏ ସେକ୍ଟର ରେଲୱେ କ୍ୱାର୍ଟସରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଦୁଇ ଅସାମାଜିକ ଯୁବକ ଲୁହା ଛଡ଼ରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଅମର ତନ୍ତୀ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲକୁ ପଠାଇଛି। ହତ୍ୟା ମାମଲା ରୁଜୁ କରିବା ସହ ପୁଲିସ ଦୁଇ ଜଣଙ୍କୁ ଥାନାରେ ଅଟକ … Continue reading ଯୁବକଙ୍କୁ ନିର୍ମମ ହତ୍ୟା