ନାବାଳକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳକଙ୍କୁ ହତ୍ୟା । ଅଭିଯୁକ୍ତମାନେ ଛୁରି ଏବଂ ପେଚକସ୍‌ ତାଙ୍କ ଛାତିରେ ଭୁସି ହତ୍ୟା କରିଛନ୍ତି। ସ୍ଥାନୀୟ ଦାନୀପାଲି ଅଞ୍ଚଳରେ ଥିବା ପୋଲ ଉପରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଅମିତ ସିଂହ। ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାନରେ, ମଙ୍ଗଳବାର ରାତ୍ରି ପ୍ରାୟ ୮ଟା ସମୟରେ ଅମିତଙ୍କ ସହିତ କିଛି ଯୁବକଙ୍କର ପୂର୍ବ ବିବାଦକୁ ନେଇ … Continue reading ନାବାଳକଙ୍କୁ ନିର୍ମମ ହତ୍ୟା