29.1 C
Bhubaneswar
Wednesday, April 24, 2024
Homeଓଡିଶାଭୁବନେଶ୍ୱରଭୁବନେଶ୍ୱର ରୁ ଜବତ ହେଲା ୨୮ ଲକ୍ଷର ବ୍ରାଉନ ସୁଗାର, ୨ ଗିରଫ

ଭୁବନେଶ୍ୱର ରୁ ଜବତ ହେଲା ୨୮ ଲକ୍ଷର ବ୍ରାଉନ ସୁଗାର, ୨ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୟୁନିଟ୍ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏଥି ସହିତ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି ନାମକ ଦୁଇ ଭାଇଙ୍କୁ ଗିରଫ କାଯାଇଛି । ଏମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ଜବତ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଏମାନେ ରାଜଧାନୀରେ ବିଭିନ୍ନ ବର୍ଗର ଲୋକଙ୍କୁ ବିକ୍ରି କରୁଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଡିଏସପି ଦେବାଶିଷ ଦାସ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking