ଭାଙ୍ଗିଲା କଲେଜ ଖେଳପଡିଆ ଗ୍ୟାଲେରି !

କଟକ: ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆ ଗ୍ୟାଲେରି ଭାଙ୍ଗିଲା । ସକାଳେ ବର୍ଷାରେ ଭାଙ୍ଗିଗଲା ନବ ନିର୍ମିତ ଦର୍ଶକ ଗ୍ୟାଲେରି । ଗତ ୨୩ ତାରିଖରେ ଗ୍ୟାଲେରି ଉଦଘାଟନ ହୋଇଥିଲା । ବିଏସକେୱାଇ କେଳେଙ୍କାରୀ: ନର୍ସିଂହୋମରେ ରେଡ୍‌