40.1 C
Bhubaneswar
Thursday, April 25, 2024
Homeକରୋନାହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ବ୍ରିଟେନ : ହାରିଲା କୋରୋନା, ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । କୋରୋନାରେ ଆକ୍ରାନ୍ତ ହୋଇ ସେଣ୍ଟ୍ରାଲ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଶେଷରେ ସୁସ୍ଥ ହୋଇଛନ୍ତି । ଏପରିକି ମେଡିକାଲରୁ ମଧ୍ୟ ତାଙ୍କୁ ଡିସଚାର୍ଜ କରାଯାଇଛି । କୋରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ୫୫ ବର୍ଷୀୟ ଜନସନ । ଗତ ମାର୍ଚ୍ଚ ୨୭ରେ ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ପରେ ଗତ ୫ ତାରିଖରେ ବୋରିଶ ଜନସନ, ସେଣ୍ଟ୍ରାଲ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କୋରୋନା ସଂକ୍ରମଣ କାରଣରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ତେବେ ଶନିବାର ଅର୍ଥାତ ଗତକାଲି ସେ ସୁସ୍ଥ ଅନୁଭବ କରିଥିଲେ ।
 
https://onakhabar.com/2020/04/13/308-death-in-covid-19-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking