30.1 C
Bhubaneswar
Wednesday, April 24, 2024
Homeଓଡିଶାବ୍ରିଟେନ ରାଜକୁମାରଙ୍କ ପରେ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ

ବ୍ରିଟେନ ରାଜକୁମାରଙ୍କ ପରେ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ

ବ୍ରିଟେନ : ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସଙ୍କ ପରେ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ସୂଚନା ସେ ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜୋନସନ୍ ଜାରି କରିଥିବା ଭିଡିଓରେ ୨୪ ଘଣ୍ଟା ମଧ୍ୟରେ ତାଙ୍କ ପାଖରେ କରୋନାର କିଛି ଲକ୍ଷଣ ଦେଖା ଦେଇଥିବା ଓ ଯାଞ୍ଚ ପଜିଟିଭ୍ ଆସିଥିବା ଉଲ୍ଲେଖ ରହିଛି । ଏହାସତ୍ୱେ ନିଜକୁ ଆଇସୋଲେଟ୍ କରି କରୋନା ବିରୁଦ୍ଧରେ ସରକାରଙ୍କ ଲଢେ଼ଇରେ ନେତୃତ୍ୱ ନେଇ ଘରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମ କରିବେ ବୋଲି ସୂଚନା ଦେଇଛନ୍ତି ।
https://onakhabar.com/2020/03/27/20-death-in-corona-of-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking