40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକାର ବନେଟ ଉପରେ ବସି କନ୍ୟା ପହଁଚିଲେ ପୁଅ ଘରେ

କାର ବନେଟ ଉପରେ ବସି କନ୍ୟା ପହଁଚିଲେ ପୁଅ ଘରେ

ନୂଆଦିଲ୍ଲୀ : କାର ର ବନେଟ ଉପରେ ବସି କନ୍ୟା ପହଁଚିଲେ ପୁଅ ଘରେ । ବିବାହ ଦିନ କନ୍ୟା ଜଣକ କାର ର ବନେଟ ଉପରେ ବସି ପୁଅ ର ଘରେ ପହଁଚିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୁଅ ର ଘରେ ପହଁଚିବା ପରେ ରୋମାଣ୍ଟିକ ଅନ୍ଦାଜ ର ବିବାହ କରିବା ନେଇ ପ୍ରସ୍ତାବ ଦେଉଛି କନ୍ୟା ।କନ୍ୟା ର ଏହି ଅନ୍ଦାଜ ଲୋକଙ୍କ ମନ କିଣି ନେଇଛି । ଇନଷ୍ଟାଗ୍ରାମ ରେ ଏହି ଭିଡିଓ ଟି ପୋଷ୍ଟ କରାଯାଇଛି । ଇନଷ୍ଟାଗ୍ରାମ ର ଙ୍ଗସଗ୍ଧଗ୍ଧଚ୍ଚ-ଙ୍ଗରୟୟସଦ୍ଭଶ ଆକାଉଣ୍ଟ ରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଯେ କିପରି ଭାବେ ବିବାହ କରିବାକୁ କନ୍ୟା ନିଜ ବରର ଘରେ ପହଁଚି ବିବାହ କରିବା ନେଇ ପ୍ରସ୍ତାବ ଦେଉଛି । ଲାଲ ରଙ୍ଗ ର ଲେହେଙ୍ଗା ସହ ଅଳଙ୍କାର ରେ ସଜେଇ ହୋଇ କନ୍ୟା ଆସି ପହଁଚିଛନ୍ତି । ଯେମିତି କନ୍ୟା ଜଣଙ୍କ ବର ର ଘରେ ପହଁଚି ଯାଇଛି ବର ବାଲକୋନି ରେ ଆସି ଛିଡା ହୋଇ ଯାଇଛି । ଭିଡ଼ିଓରେ ଜଣେ ଯୁବତୀ କନ୍ୟା ବେଶରେ ସଜ ହୋଇଛନ୍ତି । ଏହାପରେ ସେ ଗାଡ଼ିର ବନେଟ ଉପରେ ବସି ପୁଅ ଘରକୁ ଯାଉଛନ୍ତି । ଯାହାର ଭିଡ଼ିଓକୁ ଲୋକେ ଏବେ ବହୁତ ପସନ୍ଦ କରିବାରେ ଲାଗିଛନ୍ତି । କନ୍ୟା ବେଶରେ ସଜ ହୋଇଥିବା ଯୁବତୀ ପୁଅ ଘର ସାମ୍ନାକୁ ଯାଇ ଚିତ୍କାର କରି କହିଥିଲେ କି, ‘ମୋତେ ତୁମକୁ ବିବାହ କରିବାରେ ଥିଲା ‘ । ଦେଖନ୍ତୁ କିଭଳି ଭାବେ କନ୍ୟା ଜଣଙ୍କ ପୁଅ ଘର ତଳେ ପହଞ୍ଚି ଚିଲାଇ କହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking