ବ୍ରେକୀଙ୍ଗ – ONA KHABAR
କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ ନାୟକ। ଏକ ଗାମୁଛାରେ ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଶନିବାର ଦେଖିବାକୁ ମିଳିଥିଲା। ପରମାନନ୍ଦ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।
The post କ୍ୟାପିଟାଲ ହସ୍ପିଟାଲରୁ ଝୁଲନ୍ତା ମୃତଦେହ ଜବତ appeared first on ONA KHABAR.
ଡିଭାଡର ଡେଇଁ ଟ୍ୟାଙ୍କର୍‌କୁ ଧକ୍କା ଦେଲା ବୋଲେରୋ: ୩ ମୃତ, ୨ ଗୁରୁତର
ଟାଙ୍ଗୀ: ପାଞ୍ଚଜଣ ଯୁବକ ଖୁସି ମନରେ ବାହାରିଥିଲେ ଜଗା ଦର୍ଶନ କରିବାକୁ। ମାତ୍ର ସେମାନଙ୍କର ଏହି ଖୁସି ବେଶୀ ସମୟ ରହିଲାନି। ସଡ଼କ ଦୃର୍ଘଟଣାରେ ୩ ଜଣଙ୍କ ପ୍ରାଣ ଚାଲିଗଲା, ଆଉ ଅଧା ରହିଗଲା ଜଗା ଦର୍ଶନ। ଏଭଳି ଦୁଃଖଦ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଜକଣା ନିକଟରେ। ଭୋର୍ ସମୟରେ ସେମାନଙ୍କ ବୋଲେରୋଟି ଡିଭାଡର ଡେଇଁ ଏକ ଟ୍ୟାଙ୍କର ସହ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଯୁବକମାନେ କେନ୍ଦୁଝରରୁ ଜଗା ଦର୍ଶନ କରିବାକୁ ପୁରୀ ଯାଉଥିବା ବେଳେରଜକଣା ନିକଟରେ ବୋଲେରୋ ଚାଳକଙ୍କ ଆଖି ଲାଗିଯାଇଥିଲା। ଫଳରେ ବୋଲେରୋଟି ଭାରସ୍ୟାମ ହରାଇ ବିପରୀତ ରାସ୍ତାରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବୋଲେରୋ ଚାଳକ ସହ ଚାରିଜଣ ଯୁବକ ଚାପି ହୋଇ ରହିଯାଇଥିଲୋ। ଖବର ପାଇ ରାଜପଥ ପୁଲିସ ପହଞ୍ଚିି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ୟାସ୍ କଟର୍ ସାହାଯ୍ୟରେ ବୋଲେରୋର ଆଗ ଅଂଶକୁୂ କାଟି ପାଞ୍ଚଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତିନିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରଥିଲା। ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍ ପଠାଯାଇଥିଲା। ମୃତକ ତିନିଜଣ କେନ୍ଦୁଝର ଜିଲ୍ଲା କାଠବାନ୍ସୁଳି ଗ୍ରାମର ଅଶୋକ କୁମାର ବାରିକ, ଭଦ୍ରକ ଜିଲ୍ଲାର ପ୍ରକାଶ ବିଶ୍ୱାଳ, ଅନ୍ୟ ଜଣେ ବିହାର ରାଜ୍ୟର ଉମେଶ କୁମାର ବୋଲି ଜଣାପଡିଛି। ଗୁରୁତର ଆହତ ଦୁଇଜଣ କେନ୍ଦୁଝର ଜିଲ୍ଲାର ନୟନ ପଲେଇ ଏବଂ ପୁରୀ ଜିଲ୍ଲାର ବିଶ୍ୱରଞ୍ଜନ ରାଉତରାଏ। ସମସ୍ତେ ଏକ କମ୍ପନୀରେ କାର୍ଯ୍ୟ କରୁଥିଲେ। ଏହି ଭୟଙ୍କର ଦୁର୍ଘଟଣା ଟ୍ୟାଙ୍କର୍ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ପୁଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।
The post ଡିଭାଡର ଡେଇଁ ଟ୍ୟାଙ୍କର୍‌କୁ ଧକ୍କା ଦେଲା ବୋଲେରୋ: ୩ ମୃତ, ୨ ଗୁରୁତର appeared first on ONA KHABAR.
ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର
ଭୁବନେଶ୍ବର: ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ । କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା । ଲିଭର୍‌ ଓ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ ହ୍ୟୁମାନ । ସେ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ । ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ହ୍ୟୁମାନ୍‌ଙ୍କ ଦେହାନ୍ତ ହୋଇଛି । ଆଉ ସେ ଚିରନିଦ୍ରାରେ ଶୋଇଯାଇଛନ୍ତି ।
ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍‌ରେ ବହୁ ରୋମାଣ୍ଟିକ୍‌ ଗୀତ ଭେଟି ଦେଇଥିବା ହ୍ୟୁମାନ୍‌ ସାଗର ଘରେ ଘରେ ପରିଚିତ । ହ୍ୟୁମାନ୍ ସାଗରଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ ଲକ୍ଷ ଲକ୍ଷ ଫ୍ୟାନ୍ସ । ଅଧିକ ଚିକିତ୍ସା ଲାଗି ତାଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ଯୋଜନା ରହିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଥିଲେ ତାଙ୍କ ମାଆ ଓ ସ୍ତ୍ରୀ । ପୂର୍ବରୁ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି ।
ଆଜି ପତ୍ନି ଶ୍ରେୟାଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା । ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କିଛିଦିନ ତଳେ ଅସୁସ୍ଥ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଲିଭର୍‌ ଖରାପ ଥିବାବେଳେ କିଡ୍‌ନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱା ସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା ।
The post ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର appeared first on ONA KHABAR.
ଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ପଂଚାୟତର ପୁରୁଣାପାଣିଗୁଡାରେ ଥିବା ଘରୋଇ ଛାତ୍ରାବାସ ମିରାକଲ ଖ୍ରୀଷ୍ଠୀୟାନ ବୋର୍ଡିଂ ସ୍କୁଲରେ ଅନ୍ତେବାସୀ ୧୦ବର୍ଷର ଝିଅ ଲିପସା କନ୍ଧପାନଙ୍କର ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକର ଝୋଡିଗୁଡ଼ା ଗାଁର ବାବୁଲା କନ୍ଧପାନଙ୍କ ଝିଅ ମୃତ ଲିପସା। ଗତକାଲି ରାତିରେ ଲିପସାଙ୍କୁ ଜ୍ବର ହୋଇଥିବା ଦେଖି ଛାତ୍ରାବାସର କର୍ମଚାରୀମାନେ ପାରାସିଟମଲ ଔଷଧ ଦେଇଥିଲେ। ସକାଳୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇକି ଯାଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଡିଏଚଏଚ୍‌ ପକ୍ଷରୁ ନବରଙ୍ଗପୁର ଥାନାକୁ ସୂଚନା ଦିଆଯାଇଥିଲା। ନବରଙ୍ଗପୁର ପୁଲିସ ଶବବ୍ୟାବଛେଦ କରିବାକୁ କହିବାରୁ ପରିବାରବର୍ଗ ନ କରିବାକୁ କହି ପାଟିତୁଣ୍ଡ କରିଥିଲେ। ପୁଲିସ ବହୁ ବୁଝାସୁଝା କରିବା ପ‌ରେ ପରିବାରବର୍ଗ ଶବବ୍ୟାବଛେଦ ପାଇଁ ରାଜି ହୋଇଥିଲେ। ଟାଉନଥାନା ପକ୍ଷରୁ ସବଇନିସପକ୍ଟେର କାର୍ତ୍ତିକ ଗୁଣ୍ଟା ମାମଲାର ତଦନ୍ତ କରି ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ।
The post ଘରୋଇ ଛାତ୍ରାବାସର ଅନ୍ତେବାସୀ ମୃତ, ଡାକ୍ତରଖାନାରେ ଉତ୍ତେଜନା appeared first on ONA KHABAR.
ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ
ନୂଆଦିଲ୍ଲୀ: ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍‌ରେ ଜୋରଦାର ବିସ୍ଫୋରଣ ହୋଇଛି। ଦୈନିକ ଜାଗରଣ ଅନୁସାରେ, ଏହି ଭୟଙ୍କର ବିସ୍ଫୋରଣରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ୩୦ରୁ ଅଧିକା ଗାଡ଼ି ଜଳି ଯାଇଛି। ହେଲେ ସରକାରୀ ଭାବେ ମୃତ୍ୟୁ ସ୍ପଷ୍ଟ ହୋଇ ନାହିଁ। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ପୂରା ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚିଛି। ୭ଟି ଦମକଳ ବାହିନୀ ବିସ୍ଫୋରଣ ସ୍ଥଳକୁ ଯାଇଛି। କୁହାଯାଉଛି ଯେ, ଲାଲ୍‌ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଏକ କାର୍‌ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଅନେକ ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ଦିଲ୍ଲୀ ଅଗ୍ନିଶନ ବାହିନୀ ଅନୁସାରେ , ବିସ୍ଫୋରଣରେ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧମାକାର ଦୃଶ୍ୟ ଖୁବ୍‌ ଭୟାନକ ହୋଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଲାଲ୍‌ କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ଘଟଣା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଘଟିଛି। ଧମାକା ପରେ ୩୦ରୁ ଅଧିକା ଗାଡ଼ି ନିଆଁ ପ୍ରଭାବକୁ ଆସିଯାଇଛି। ବିସ୍ଫୋରଣର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ନିକଟବର୍ତ୍ତୀ ଘରଗୁଡ଼ିକୁ ଥରାଇ ଦେଇଥିଲା। ଏହା ବ୍ୟତୀତ, ଘଟଣାସ୍ଥଳ ପାଖରେ ଥିବା ଦୋକାନଗୁଡ଼ିକର ଝରକା ଭାଙ୍ଗି ଯାଇଥିଲା। ଲୋକମାନେ ଭୟଭୀତ ହୋଇଯାଇଥିଲେ। ଆମେ କିଛି ବୁଝିବା ପୂର୍ବରୁ, ବିସ୍ଫୋରଣ ହୋଇଥିବା କାର ଏବଂ ରାସ୍ତାରେ ଥିବା କାରଗୁଡ଼ିକ ନିଆଁ ପିଣ୍ଡୁଳା ହୋଇଯାଇଥିଲା।
BREAKING: दिल्ली में लाल किले के पास धमाका, 3 कार में लगी आग; मेट्रो गेट नंबर 1 के पास धमाके के बाद अफरा-तफरी#DelhiBlast #RedFortExplosion #LalKila #MetroGate1 #Explosion #Fire #Injured #DelhiNews #BreakingNews #SafetyAlert pic.twitter.com/J3ZCvrKNev
— Nidhi Mudgill (Republic TV) (@nidhimudgill) November 10, 2025
The post ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣ , ୮ ମୃତ appeared first on ONA KHABAR.
ବିଳାସପୁର ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା
ସିମଲା: ହିମାଚଳ ପ୍ରଦେଶର ବିଳାସପୁରରେ ଭୂସ୍ଖଳନ ପରେ ମାଟି ଅତଡା ତଳେ ବସ ଫସିରହିବା ଘଟଣା । ବଡ଼ ଅଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟପୁ ହୋଇଥିବା ଜାତୀୟ ଗଣମାଧ୍ଯମରେ ପ୍ରକାଶ ପାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାମ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାମରେ ଲାଗି ପଡିଛନ୍ତି । ମୃତ୍ୟୁର ଆଁ ଭିତରୁ ଜୀବନ ବଞ୍ଚାଇବାକୁ ଜୋରଦାର ଉଦ୍ୟମ ଚାଲିଛି ।
Saddened by the loss of lives due to a mishap in Bilaspur, Himachal Pradesh. My thoughts are with the affected people and their families during this difficult time. Praying for the speedy recovery of the injured.
An ex-gratia of Rs. 2 lakh from PMNRF would be given to the next…
— PMO India (@PMOIndia) October 7, 2025
ସେପଟେ ଘଟଣାରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣା ଶୁଣି ମର୍ମାହତ ହୋଇଥିବା ବେଳେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ଏବଂ ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ଯ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ଜଣାଇଛି । ଆହତଙ୍କ ଶୀଘ୍ର ସୁସ୍ଥତା ପାଇଁ ମହାମହିମ ପ୍ରାର୍ଥନା କରିଛନ୍ତି ।
The post ବିଳାସପୁର ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୧୮ ଛୁଇଁଲା, ମୃତକଙ୍କ ପରିବାରକୁ ୨ଲକ୍ଷ ସହାୟତା ଘୋଷଣା appeared first on ONA KHABAR.
ଘାସିରାମ ମାଝୀ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ
ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଘାସିରାମ ମାଝୀ ହେଲେ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ। ଏଆଇସିସି ପକ୍ଷରୁ ଘାସିରାମଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ୍ ଗଣତି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଛି। ତେବେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ଥିଲା। କଂଗ୍ରେସ ପ୍ରଥମେ ତା’ର ପ୍ରାର୍ଥୀ ଘୋଷଣା କରିଛି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ କରିବେ । ଭିନ୍ନ ରଣନୀତି ନେଇ ଆଗକୁ ବଢୁଥିବା କଂଗ୍ରେସ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପାଇଁ ଆଶାବାଦୀ ରହିଛି । ନୂଆପଡ଼ା ବିଜୟ ପାଇଁ ୩ ଦଳ ଅଣ୍ଟା ଭିଡ଼ିଛନ୍ତି , ୩ ଦଳର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେଣୁ ନୂଆପଡ଼ା ବାଜି କିଏ ଜିତିବ ? ତାହା ଏବେ ଠୁ କହିବା ମୁସ୍କିଲ ।
The post ଘାସିରାମ ମାଝୀ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ appeared first on ONA KHABAR.
କଟକରେ ସ୍ଵଭାବିକ ହେଲା ଇଣ୍ଟରନେଟ ସେବା
କଟକ: ୩୬ ଘଣ୍ଟା ପରେ କଟକରୁ ହଟିଲା କର୍ଫ୍ୟୁ । ଧୀରେ ଧୀରେ ସ୍ବାଭାବିକ ହେଉଛି କଟକ, ହେଲେ ବି ପୋଲିସ୍‌ ରଖିଛି ନଜର । କଟକରୁ ଇଣ୍ଟରନେଟ୍‌ କଟକଣା ଉଠିବା ପରେ ସୋସିଆଲ ମିଡିଆ ସ୍ବାଭାବିକ ହେଉଛି । ୪୮ ଘଣ୍ଟା ପରେ ଇଣ୍ଟରନେଟ୍‌ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଇଣ୍ଟରନେଟ୍‌ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। କଟକ ସହରରେ ଜୀବନଯାତ୍ରା ଏବେ ସ୍ୱାଭାବିକ ହୋଇଛି । କର୍ଫ୍ୟୁ କୋହଳ ହେବା ପରେ ସବୁକିଛି ସ୍ଵାଭାବିକ ଚାଲିଛି । ତେବେ ହିଂସାକାଣ୍ଡ ପରେ କଟକରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଏସପି ଅପିଲ କରିଛନ୍ତି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା । ଗୋଷ୍ଠୀ ବିବାଦ ଘଟଣା ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଗତ ୫ ତାରିଖ ସନ୍ଧ୍ୟାରେ ବଡ଼ ପଦକ୍ଷେପ ନେଇଥିଲା। ପୁଲିସ ୩୬ ଘଣ୍ଟା ପାଇଁ କଟକର ୧୩ଟି ଥାନା ଅଞ୍ଚଳର କିଛି ସ୍ଥାନରେ କର୍ଫ୍ୟୁ ଜାରି କରିଥିଲା। ଦରଘାବଜାର ସମେତ ୧୩ଟଇ ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ । ବାଦାମବାଡ଼ି, ଲାଲବାଗ୍, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍-୨, ଜଗତପୁର, ବୟାଳିଶି ମଉଜା, ମାଲଗୋଦାମରେ ଲାଗିଥିଲା କର୍ଫ୍ୟୁ । ସକାଳେ କର୍ଫ୍ୟୁ କୋହଳ ହୋଇଥିବା ବେଳେ ଏବେ ଇଣ୍ଟରନେଟ୍ ସେବା ସ୍ଵାଭାବିକ ହୋଇଛି । ହ୍ୱାର୍ଟସାପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ ଓ ସ୍ନାପଚାଟ୍ ଭଳି ସୋସିଆଲ ମିଡିଆ ଆପ୍ ମାନ ଏବେ ଚାଲୁଛି ।
The post କଟକରେ ସ୍ଵଭାବିକ ହେଲା ଇଣ୍ଟରନେଟ ସେବା appeared first on ONA KHABAR.
ବାଇକ୍‌ ଦୁର୍ଘଟଣାରେ ତିନି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ
ଦାରିଙ୍ଗବାଡ଼ି: କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଡୁଲୁରି ଶଙ୍ଖ ବୁଲାଣି ଠାରେ ତିନି ଜଣ ବ୍ୟକ୍ତିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେମାନେ ଦାରିଙ୍ଗବାଡ଼ି ଠାରୁ ବ୍ରାହ୍ମଣୀଗାଁ ରାସ୍ତା ଯାଉଥିବାର ଅନୁମାନ କରାଯାଉଛି। ମୃତକମାନଙ୍କର ପରିଚୟ ମିଳିନାହିଁ। ସୂଚନା ଅନୁସାରେ ବାଇକ ଆରୋହୀ ୩ ଜଣ ବ୍ୟକ୍ତି ଡୁଲୁରି ଶଙ୍ଖ ବୁଲାଣି ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଆସିଷ୍ଟାଣ୍ଡ ଷ୍ଟେସନ ଅଫିସର ଧବଳେଶ୍ବର ପ୍ରଧାନଙ୍କ ନେତୃତ୍ୱରେ ହାବିଲଦାର ସତ୍ୟନାରାୟ ବେହେରା, ଡ୍ରାଇଭର ଚିନ୍ମୟ ପରିଡ଼ା, ଅଗ୍ନିକ ସାଜନ ବେହେରା, ଜୁଗୁନୁ ବେହେରା, ପ୍ରିୟବ୍ରତ ସେନାପତି, ସୌରାଜ ଡାକୁଆ ପହଞ୍ଚିଥିଲେ। ସେମାନେ ଘଟଣାସ୍ଥଳରୁ ତିନିଜଣଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିଲେ। ଡାକ୍ତର ସେଠାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା କହିଥିଲେ।
The post ବାଇକ୍‌ ଦୁର୍ଘଟଣାରେ ତିନି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ appeared first on ONA KHABAR.
ବସ୍‌-କାର ଧକ୍କା; ୫ ଯାତ୍ରୀଙ୍କ ମୃତ୍ୟୁ
ଲଖିମପୁର: ଉତ୍ତରପ୍ରଦେଶର ଲଖିମପୁର ଖିରୀ ଜିଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଖିରୀ ଥାନା ଅନ୍ତର୍ଗତ ଓୟଲ ଛକ ନିକଟ ରାଜ୍ୟ ରାଜପଥରେ ଏକ ବସ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କାର ଭିତରେ ଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଓମନି କାରରେ ଏ​‌ତେ ସଂଖ୍ୟକ ଯାତ୍ରୀ ଯିବା ଫଳରେ ଭାରସାମ୍ୟ ହରାଇବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।
The post ବସ୍‌-କାର ଧକ୍କା; ୫ ଯାତ୍ରୀଙ୍କ ମୃତ୍ୟୁ appeared first on ONA KHABAR.