କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ

ଭୁବନେଶ୍ୱର : ବିଭିନ୍ନ ସମୟରେ ରାଜ୍ୟ ସରକାର, କେନ୍ଦ୍ର ସରକାର ଦେଉଥିବା ଅର୍ଥ ଅନୁଦାନ ଏବଂ ଯୋଜନାକୁ ନିଜ ନାଁରେ କପି, ପେଷ୍ଟ କରି ରାଜ୍ୟ ରାଜନୀତିରେ ପାସ୍ କରିବାକୁ ଅପଚେଷ୍ଟା କରିଆସିଛନ୍ତି । ସତ ଧରାପଡିବା ପରେ ତାହା ପ୍ରତ୍ୟାହାର ମଧ୍ୟ କରିଛନ୍ତି । ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର, ଆୟୁଷ୍ମାନ ଯୋଜନାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଇତ୍ୟାଦି … Continue reading କେନ୍ଦ୍ରୀୟ ଯୋଜନାର ବ୍ରାଣ୍ଡ ଚୋର, ନବୀନ ସରକାର : ଡ.ଲେଖାଶ୍ରୀ