27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅନଲାଇନରେ ବିପିୟୁଟି ପରୀକ୍ଷା

ଅନଲାଇନରେ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ବିପିୟୁଟି ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ହୋଇଛି । ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଣ୍ଟରମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁଲାର ପରୀକ୍ଷା ବିବେଚିତ ହେବ । ଏଥିରେ ଯେଉଁମାନେ ଫେଲ୍‌, ଅନୁପସ୍ଥିତ ରହିବେ ବ୍ୟାକ୍ ପେପର ଲାଗିବ । ବିଟେକ. ବିଫାର୍ମା, ଏମବିଏ, ଏମସିଏ ୨ୟ ସେମିଷ୍ଟର ପରୀକ୍ଷା ବି ସେପ୍ଟେମ୍ବରରେ ଅନୁଷ୍ଠିତ ହେବ । ପରୀକ୍ଷା ନିଷ୍ପତ୍ତି ନେଇ ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ସୂଚନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking