ସାପ କାମୁଡ଼ାରେ ନାବାଳକର ମୃତ୍ୟୁ

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ମୃତ ନାବାଳକ ହେଲା ଜ୍ଞାନଦୀପ କୁଜୁର (୬) ଓ ମା’ ସୁକାନ୍ତୀ। ଗତକାଲି ବୁଢ଼ାମ୍ବ ପଞ୍ଚାୟତ ଢେଙ୍ଗୁରପାଣି ଗ୍ରାମର ବାସିନ୍ଦା ଜନ ଅମିତ କୁଜୁରଙ୍କ ବଡ଼ ପୁଅ ଜ୍ଞାନଦୀପ ଖେଳୁଥିବା ସମୟରେ ଗୋଡ଼ରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ଜାଣି … Continue reading ସାପ କାମୁଡ଼ାରେ ନାବାଳକର ମୃତ୍ୟୁ