30.1 C
Bhubaneswar
Wednesday, April 24, 2024
Homeଓଡିଶାବୋରିଗୁମ୍ମାକୁ ଏନ୍.ଏ.ସି. ଘୋଷଣା

ବୋରିଗୁମ୍ମାକୁ ଏନ୍.ଏ.ସି. ଘୋଷଣା

ଜୟପୁର : ଜୟପୁର ଉପଜିଲ୍ଲାପାଳଙ୍କୁ ପବ୍ଲିକ ରାଇଟ୍ସ ଆସୋସିଏସନ୍, କୋରାପୁଟ ଜିଲ୍ଲା ତରଫରୁ ଦୀର୍ଘ ଦିନରୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନ ମାନେ ବାରମ୍ବାର ଦାବୀ କରି ଆସୁଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ବୋରିଗୁମ୍ମାକୁ ଏନ୍.ଏ.ସି. ଘୋଷଣା କରାଗଲା ନାହିଁ । ଏଣୁ ଆଜି ଆପଣଙ୍କ ଠାରେ ଦାବୀ କରୁଅଛୁ ଯେ, ଆମ ଦ୍ଵାରା ପ୍ରେରିତ ଏହି ପତ୍ରକୁ ଗୁରୁତ୍ବର ସହ ନେଇ ସହକାଙ୍କ ବିଚାର ଯଥାଶୀଘ୍ର ବୋରିଗୁମ୍ମାକୁ ଏନ୍.ଏ.ସି. ଘୋଷଣା କଲେ ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସାମଗ୍ରୀକ ବିକାଶ କ୍ଷେତ୍ରରେ ଏହା ଏକ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଦାବି କୋରୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳଙ୍କୁ। ବିଷୟକୁ ଅନୁଧ୍ୟାନ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଉକ୍ତ ଅଞ୍ଚଳର ଅଧିବାସୀଙ୍କ ମଙ୍ଗଳ ସାଧିତ ହୋଇପାରିବ ବୋଲି ଦେବେନ୍ଦ୍ର ବାହିନୀପତି ସଭାପତି ପବ୍ଲିକ ରାଇଟ ଆସୋସିଏସନ ତରଫରୁ କୋହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking