୩ କୋର୍ଟକୁ ବୋମା ଧମକ: ସମ୍ବଲପୁର କୋର୍ଟରେ କଡା ସୁରକ୍ଷା

ସମ୍ବଲପୁର: ରାଜ୍ୟରେ ୩ କୋର୍ଟକୁ ବୋମା ଧମକ ପରେ ବଢିଲା ସୁରକ୍ଷା । ସମ୍ବଲୁପର ଜିଲ୍ଲା ଜଜ୍ କୋର୍ଟରେ ସୁରକ୍ଷା କଡାକଡି କରାଯାଇଛି । ବମ୍ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଲାସୀ ଜୋରଦାର ହୋଇଛି । ସୂଚନା ଅନୁସାରେ, ଆଜି ସକାଳେ ରାଜ୍ୟର ତିନି କୋର୍ଟକୁ ମିଳିଥିଲା ବୋମା ଧମକ । ପୁରୀ ଜିଲ୍ଲା ଜଜ୍ କୋର୍ଟ, କଟକ ଜିଲ୍ଲା ଜଜ୍ କୋର୍ଟ ଏବଂ ଫୁଲବାଣୀ କୋର୍ଟକୁ ମିଳିଥିଲା ବୋମା ଧମକ । ସମସ୍ତ କୋର୍ଟ ପରିସରରେ କୁକୁର … Continue reading ୩ କୋର୍ଟକୁ ବୋମା ଧମକ: ସମ୍ବଲପୁର କୋର୍ଟରେ କଡା ସୁରକ୍ଷା