କଟକ: କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡାଇ ଦେବାକୁ ଇମେଲ୍ରେ ଆସିଛି ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଚାଲିଛି ଖାନତଲାସୀ । ବୋମା ନିଷ୍କ୍ରୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ କରାଯାଇଛି । ତେବେ କିଏ ଏବଂ କେଉଁଠାରୁ ଏହି ଧମକ ଦେଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ମାସରେ ରାଜ୍ୟର ତିନି କୋର୍ଟକୁ … Continue reading ପୁଣି କୋର୍ଟକୁ ବୋମା ଧମକ
Copy and paste this URL into your WordPress site to embed
Copy and paste this code into your site to embed