37.1 C
Bhubaneswar
Friday, May 20, 2022
Homeଓଡିଶାବାଲିଅନ୍ତାରେ ବୋମାମାଡ଼

ବାଲିଅନ୍ତାରେ ବୋମାମାଡ଼

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଡ ବାଲିଅନ୍ତାରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ସରକଣା ପଞ୍ଚାୟତ ଅନେ୍ଧାଟି ଗାଁରେ ଜମି ବିବାଦକୁ ନେଇ ବୋମାମାଡ଼ ହୋଇଥିବା ମିଳିଛି ସୂଚନା। ଏକ ଆଉଟ୍ ହାଉସ୍ ଉପରକୁ ବୋମାମାଡ଼ ହୋଇଥିବା ବେଳେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚିଛି ଏବଂ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking