38.1 C
Bhubaneswar
Tuesday, April 23, 2024
Homeଅପରାଧଫାଣ୍ଡି ଉପରକୁ ବୋମା ମାଡ଼

ଫାଣ୍ଡି ଉପରକୁ ବୋମା ମାଡ଼

ନିଆଳି : କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଅଞ୍ଚଲରେ ଦୋପଟି ମେଲଣ ଚାଲିଥିବା ବେଳେ କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ ରହିଥିଲା। କିଏ ଓ କାହିଁକି ଫାଣ୍ଡି ଉପରକୁ ବୋମାମାଡ଼ କରିଛି ସେନେଇ କିଛି ଜଣାପଡ଼ିନି । ତେବେ ଘଟଣାରେ କିଛି ଯୁବକଙ୍କୁ ପୁଲିସ୍ ଅଟକ ରଖ ପଚରାଉଚରା କରୁଛି ।
https://onakhabar.com/2020/03/13/the-two-brothers-attempted-to-kill-her-sister/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking