31.1 C
Bhubaneswar
Friday, March 29, 2024
Homeବଲିଉଡବଲିଉଡ୍ ଅଭିନେତା ସମୀର ଖକ୍କଡଙ୍କ ପରଲୋକ

ବଲିଉଡ୍ ଅଭିନେତା ସମୀର ଖକ୍କଡଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ଟିଭି ଅଭିନେତା ସମୀର ଖକ୍କଡଙ୍କର ବୁଧବାର ମୁମ୍ବାଇର ବୋରିଭାଲିସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଅଶୀ ଦଶକରେ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ନୁକ୍କଡ’, ‘ସର୍କସ’ ଓ ‘ଶ୍ରୀମାନ ଶ୍ରୀମତୀ’ରେ ଅଭିନୟ କରି ସମୀର ବେଶ ଖ୍ୟାତି ଅର୍ଜନ କରିଥିଲେ । ବିଶେଷକରି ନୁକ୍କଡରେ ତାଙ୍କ ଦ୍ୱାରା ଅଭିନୀତ ‘ଖୋପ୍‌ଡି’ ଚରିତ୍ରକୁ ଲୋକେ ଆଜି ମଧ୍ୟ ମନେ ରହିଛନ୍ତି । ଏହାବ୍ୟତୀତ ସମୀର ‘ପରିନ୍ଦା’, ‘ଜୟ ହୋ’, ‘ହସି ତୋ ଫସି’ ଭଳି ଏକାଧିକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking