33.1 C
Bhubaneswar
Wednesday, April 24, 2024
Homeବଲିଉଡବଲିଉଡ୍ ଅଭିନେତା ଜାଭେଦ୍ ଖାନ୍‌ଙ୍କ ପରଲୋକ

ବଲିଉଡ୍ ଅଭିନେତା ଜାଭେଦ୍ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍ ଅଭିନେତା ଜାଭେଦ୍ ଖାନ୍ ଅମରୋହୀଙ୍କର ମଙ୍ଗଳବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା । ସେ ପ୍ରାୟ ୧୫୦ ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମ ବ୍ୟତୀତ ଟିଭିରେ ମଧ୍ୟ ଭିନ୍ନ ଭିନ୍ନ ଚରିତ୍ର ତୁଲାଇଛନ୍ତି । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଜାଭେଦ୍‌ଙ୍କୁ ୨୦୦୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲଗାନ୍‌’ରେ ସର୍ବଶ୍ରେଷ୍ଠ ସହଅଭିନେତା ଭାବେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ‘ଅନ୍ଦାଜ ଅପ୍‌ନା ଅପ୍‌ନା’ ଏବଂ ‘ଚକ୍ ଦେ ଇଣ୍ଡିଆ’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା କରାଯାଇଛି ।

୧୭ ମହିଳାଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି, ୫ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking