26.1 C
Bhubaneswar
Wednesday, August 10, 2022
Homeଓଡିଶାଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ବୋଲେରୋ

ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ବୋଲେରୋ

ରାଇକିଆ : ଗଛରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ୧୧ ଆହତ ହୋଇଛନ୍ତି । କନ୍ଧମାଳ ରାଇକିଆ ବ୍ଲକ ନିକଟ ଗୁଞ୍ଜିବାଡ଼ିଠାରେ ଏଭଳି ଘଟଣା ଘଟିଛି । ସମସ୍ତ ଯାତ୍ରୀ ରାଇକିଆ ବ୍ଲକ ଦିଗି ଅଞ୍ଚଳରୁ ଗୁଞ୍ଜିବାଡ଼ି ଗ୍ରାମକୁ ଏକ ଶୋକ ସଭାରେ ଯୋଗଦେବାକୁ ଯାଉଥିଲେ । ସେହିସମୟରେ ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡିଛି । ଦୁର୍ଘଟଣା ଫଳରେ ବୋଲେରୋରେ ବସିଥିବା ୧୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking